କଟକ : କଟକ ନିଆଳିରୁ ଶ୍ରୀକ୍ଷେତ୍ର ଗଲା ଅଣସର ଭାର। ମାଧବାନନ୍ଦଜୀଉ ମନ୍ଦିରରୁ ଗଲା ମହାପ୍ରଭୁଙ୍କ ପାଇଁ ଅଣସର ଭାର। ସଂକୀର୍ତ୍ତନ ଶୋଭାଯାତ୍ରାରେ ଭାର ନେଇଗଲେ ଶ୍ରଦ୍ଧାଳୁ। ଭାରରେ ରହିଛି ବିଭିନ୍ନ ପ୍ରକାର ଫଳ ଓ ମହୋଷଧି, ତୁଳସୀ ଓ ଫୁଲ।
powered by social2s