ପୁରୀ: ଶରଧାବାଲିରୁ ହଟିଲା ଇସ୍କନ ବହି ଷ୍ଟଲ୍। ଗୁଣ୍ଡିଚା ମନ୍ଦିର ସମ୍ମୁଖ ବହି ଷ୍ଟଲ୍କୁ ବିରୋଧ କଲେ ସ୍ଥାନୀୟ ଲୋକେ। ଇସ୍କନ ଭ୍ରାମ୍ୟମାଣ ଯାନକୁ ଫେରାଇଲେ ଶ୍ରଦ୍ଧାଳୁ। ଇସ୍କନ ହଟାଓ ଅଭିଯାନକୁ ବିଭିନ୍ନ ସଂଗଠନ ସମର୍ଥନ କରିଛନ୍ତି। ଯଦି ଆମ ମହାପ୍ରଭୁ ଓ ଗଜପତି ମହାରାଜଙ୍କୁ ଅସମ୍ମାନ କଲ, ବିକି ପାରିବନି ଇସ୍କନ ବହି ବୋଲି ଶ୍ରୀଜଗନ୍ନାଥ ଧର୍ମ ସଂସ୍କୃତି ସୁରକ୍ଷା ସଂଗଠନ।
powered by social2s

