ପୁରୀ ଶ୍ରୀମନ୍ଦିର ରେ ଦୁଇ ସେବାୟତଙ୍କ ମଧ୍ୟରେ ମାରପିଟ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ପୁରୀ: ପୁରୀ ଶ୍ରୀମନ୍ଦିର ଭିତରେ ୨ ସେବାୟତଙ୍କ ମଧ୍ୟରେ ମାରପିଟ ହୋଇଥିବା ର ସୂଚନା ମିଳିଛି। ଆହତ ସେବାୟତ ହରେକୃଷ୍ଣ ସୁଆର ପୁରୀ ବଡ଼ ମେଡିକାଲରେ ଭର୍ତି ହୋଇଛନ୍ତି। ସେବାୟତ ବୁଲୁ ପଣ୍ଡାଙ୍କ ଆକ୍ରମଣରେ ତାଙ୍କ ମୁଣ୍ଡରେ ଆଘତ ଲାଗିଥିବାର ଜଣାପଡ଼ିଛି।

powered by social2s