ଉମରକୋଟ: ନବରଙ୍ଗପୁର ଜିଲ୍ଲା ରାଇଘର ଦେଓଭରଣ୍ଡୀରେ ବାଇକ ଉପରକୁ ଚଢ଼ିଗଲା ଟ୍ରକ। ଦୁର୍ଘଟଣାରେ ୩ ଜଣ ପ୍ରାଣ ହରାଇଛନ୍ତି। ଘଟଣାସ୍ଥଳରେ ବାପା ଓ ୨ ପୁଅଙ୍କ ମୃତ୍ୟୁ ହୋଇଛି। ମା' ଓ ଦଶ ବର୍ଷର ପୁଅ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ମା', ପୁଅ ହଟଭରଣ୍ଡୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଥିବା ସୂଚନା।
powered by social2s

