ସମ୍ବଲପୁର: ସମ୍ବଲପୁର ଜିଲ୍ଲା ପଡ଼ିଆବାହାଲ ରେଞ୍ଜରେ ଏକ ହାତୀର ମୃତ୍ୟୁ ଘଟିଛି। ଦୁର୍ଗନ୍ଧ ହେବାରୁ ଲୋକେ ଜାଣିବାକୁ ପାଇଥିଲେ। ୨/୩ ଦିନ ତଳୁ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ଖବର ପାଇ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।
powered by social2s