ପୁରୀ : ଶ୍ରୀକ୍ଷେତ୍ରରେ ଭକ୍ତ ଓ ଭଗବାନଙ୍କ ମିଳନ ହୋଇଛି।ରଥଖଳାରୁ ଆସି ସିଂହଦ୍ବାର ସମ୍ମୁଖରେ ପହଞ୍ଚିଛନ୍ତି ନନ୍ଦିଘୋଷ, ତାଳଧ୍ୱଜ ଓ ଦେବଦଳନ ରଥ। ତିନି ଠାକୁରଙ୍କ ଝଲକ ପାଇବାକୁ ବଡ଼ଦାଣ୍ଡରେ ଦେଶ-ବିଦେଶରୁ ଆସିଥିବା ଶ୍ରଦ୍ଧାଳୁଙ୍କ ଅସମ୍ଭାଳ ଭିଡ଼ ଜମିଛି । ନାମ ସଂକୀର୍ତନରେ କମ୍ପୁଛି ବଡ଼ଦାଣ୍ଡ।
powered by social2s

