ଭୁବନେଶ୍ୱରରେ ମହିଳା ବଞ୍ଜରା ଗ୍ୟାଙ୍ଗ୍ କୁ ଧରିଲା ପୋଲିସ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର : ମହିଳା ବଞ୍ଜରା ଗ୍ୟାଙ୍ଗ୍ କୁ ଧରିଲା କମିଶନରେଟ ପୋଲିସ। ଭୁବନେଶ୍ୱରରେ ରଥଯାତ୍ରା ଭିଡ଼ ଭିତରେ କରୁଥିଲେ ଲୁଟପାଟ। ୮ ଜଣିଆ ମହିଳା ବଞ୍ଜରା ଗ୍ୟାଙ୍ଗକୁ କାବୁ କଲା ନୟାପଲ୍ଲୀ ଥାନା ପୋଲିସ। ଗ୍ୟାଙ୍ଗର ଅନ୍ୟ ସଦସ୍ୟଙ୍କୁ ଧରିବା ପାଇଁ ପୋଲିସ ତଦନ୍ତ ଜାରି ରଖିଛି।

powered by social2s