ପୁଣି ରଥଟଣା ଆରମ୍ଭ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ପୁରୀ: ପୁନର୍ବାର ଶ୍ରୀଜୀଉଙ୍କ ରଥ ଟଣା ଆରମ୍ଭ ହୋଇଛି। ଗୁଣ୍ଡିଚା ମନ୍ଦିର ଅଭିମୁଖେ ଫାୟାର୍ ଷ୍ଟେସନରୁ ଗଡ଼ିଲା ଶ୍ରୀବଳଭଦ୍ରଙ୍କ ତାଳଧ୍ବଜ। ମରିଚିକୋଟ ଛକରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ। ସିଂହଦ୍ୱାର ନିକଟରେ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ। ଘଣ୍ଟ, ହରିବୋଲ ଓ ହୁଳହୁଳିରେ କମ୍ପିଉଠିଛି ବଡ଼ଦାଣ୍ଡ। ଜୟ ଜଗନ୍ନାଥ ଧ୍ୱନିରେ ପ୍ରକମ୍ପିତ ହେଉଛି ଗଗନ ପବନ।

powered by social2s