ଚଢ଼ାଉ ବେଳେ ପୋଲିସ୍‌କୁ ଆକ୍ରମଣ: ୪୦ ଅଟକ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ବୌଦ୍ଧ: ଗଞ୍ଜେଇ ଚଢ଼ାଉ ବେଳେ ପୋଲିସ୍‌କୁ ଆକ୍ରମଣ ଘଟଣାରେ ୪୦ ଜଣ ଅଟକ ଥିବା ସୂଚନା। ଆକ୍ରମାଣରେ ଦୁଇ ଜଣ ଆହତ ହୋଇଛନ୍ତି। ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ବୁର୍ଲା ମେଡିକାଲ୍‌କୁ ସ୍ଥାନାନ୍ତର କରାଯାଇଛି। ୪୦ରୁ ଊର୍ଦ୍ଧ୍ବ ଆକ୍ରମଣକାରୀଙ୍କୁ ହାଟଗାଁରୁ ଉଠାଇ ଆଣିଲା ପୋଲିସ।

powered by social2s