ଓଡ଼ିଶାରେ ପ୍ରତିଷ୍ଠା ହେବ ୬ଟି ନୂଆ ସ୍ବତନ୍ତ୍ର କୋର୍ଟ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର : ଓଡ଼ିଶାରେ ପ୍ରତିଷ୍ଠା ହେବ ୬ଟି ନୂଆ ସ୍ବତନ୍ତ୍ର କୋର୍ଟ। ୬ଟି ନୂଆ ସ୍ବତନ୍ତ୍ର କୋର୍ଟ ପ୍ରତିଷ୍ଠା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଭଦ୍ରକ, ଗଞ୍ଜାମ, ଯାଜପୁର, କେନ୍ଦ୍ରାପଡ଼ା, ଖୋର୍ଦ୍ଧା ଓ ପୁରୀରେ ହେବ ପ୍ରତିଷ୍ଠା। ଏସ୍‌ସି/ଏସ୍‌ଟି ଅପରାଧ ମାମଲାକୁ ତ୍ୱରାନ୍ୱିତ କରିବାକୁ ଏହି ପଦକ୍ଷେପ ନିଆଯାଇଛି।

powered by social2s