ପୋଖରୀରେ ପଶିଗଲା ବରଯାତ୍ରୀ କାର୍; ୫ ମୃତ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ସଦର ଥାନା ଇନ୍ଦିପୁର-ଛାଟିଆ ଗ୍ରାମ ନିକଟରେ ପୋଖରୀ ଭିତରେ ପଶିଗଲା ବରଯାତ୍ରୀ କାର୍। ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ହୋଇଛି। ମୃତାହତଙ୍କୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । କାର୍‌ରେ ୭ ଜଣ ଥିଲେ , ୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି।

powered by social2s