କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା କମାକ୍ଷାନଗର ବାଲିପଡ଼ା ଗାଁରେ ବଜ୍ରାଘାତରେ ବାପା ଓ ୨୮ ବର୍ଷୀୟ ପୁଅର ମୃତ୍ୟୁ ହୋଇଛି। ଘଟଣାସ୍ଥଳରେ ଉଭୟ ପ୍ରାଣ ହରାଇଛନ୍ତି। ବିଲରେ କାମ କରୁଥିବା ବେଳେ ବଜ୍ରାଘାତ ହୋଇଛି।
powered by social2s