ଭୁବନେଶ୍ୱର: ଏଟିଏମ୍ ତାଡ଼ି ଲୁଟ୍ ଉଦ୍ୟମରେ ବିଫଳ ପରେ ବାଇକ୍ ଚୋରି କଲେ ଦୁର୍ବୁତ୍ତ। ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ବଜାରରେ ଏଟିଏମ୍ ଲୁଟ୍ ପଣ୍ଡ ହେବା ପରେ ୨ଟି ବାଇକ୍ ନେଇଗଲେ ଦୁର୍ବୃତ୍ତ।
powered by social2s