ଭୁବନେଶ୍ୱର : ଓଡ଼ିଶାର କଳାହାଣ୍ଡି ଜିଲ୍ଲା ନର୍ଲାରେ ସର୍ବାଧିକ ୧୩୧ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ବଲାଙ୍ଗିର ବେଲଗାଁରେ ୧୧୫, କଟକ ଆଠଗଡ଼ରେ ୧୧୨ ମିମି ବର୍ଷା, ମାହାଙ୍ଗାରେ ୧୦୪, ଖଇରମାଳ ୯୯.୨, ଢେଙ୍କାନାଳରେ ୯୮.୬ ମିମି ବର୍ଷା -ନୟାଗଡ଼ ୯୧.୬, ମାଲକାନଗିରି ୮୭.୬, ତାଳଚେରରେ ୮୦ ମିମି ବର୍ଷା ରେକର୍ଡ ହୋଇଛି। ରାଜ୍ୟରେ ୫ ଦିନ ପର୍ଯ୍ୟନ୍ତ ଜାରି ରହିବ ବର୍ଷା। ଟ୍ରପ୍ ଲାଇନ ପ୍ରଭାବରେ ସାରା ଓଡ଼ିଶାର ବିଭିନ୍ନ ସ୍ଥାନରେ ଲାଗି ରହିଛି ବର୍ଷା।
powered by social2s

