ଓଡ଼ିଶାର ୪ ଜିଲ୍ଲାରେ ହେବ ୫୫୦ ଟି କୋଭିଡ଼ ଶଯ୍ୟା

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅନୁରୋଧ ରଖିଲେ କେନ୍ଦ୍ର ଖଣି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ। ସମ୍ବଲପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, ଅନୁଗୁଳରେ ହେବ ୫୫୦ଟି ବେଡ୍ ବ୍ୟବସ୍ଥା। ୫୫୦ଟି ଶଯ୍ୟା ସହ ଆନୁଷଙ୍ଗିକ ବ୍ୟବସ୍ଥା କରିବାକୁ MCLକୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀ। ରାଜ୍ୟରେ କୋଭିଡ ପରିଚାଳନା ପାଇଁ ୧୪୦ କୋଟି ଖର୍ଚ୍ଚ କଲାଣି MCL ବୋଲି ସୂଚନା ମିଳିଛି। ଗତ ୭ ତାରିଖରେ ଯୋଶୀଙ୍କ କୋଭିଡ଼ ଶଯ୍ୟା ନେଇ ଚିଠି ଲେଖିଥିଲେ ଧର୍ମେନ୍ଦ୍ର ପ୍ରଧାନ।

powered by social2s