୩ ଛାତ୍ରୀଙ୍କୁ ଚକୋଲେଟ୍ ଦେଇ ଅଚେତ ଅଭିଯୋଗ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ରାଇରଙ୍ଗପୁର: ୩ ଛାତ୍ରୀଙ୍କୁ ଚକୋଲେଟ୍ ଦେଇ ଅଚେତ କରାଯାଇଥିବା ଅଭିଯୋଗ ହୋଇଛି। ମୟୁରଭଞ୍ଜ ଜିଲ୍ଲା ତିରିଂ ଥାନା ଅଧୀନ ବୁରୁପଳସା ପ୍ରାଥମିକ ବିଦ୍ୟାଳୟର ଘଟଣା। ଗୁରୁତର ୩ ଛାତ୍ରୀ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ସ୍କୁଲ ପରିସରକୁ ସ୍କୁଟିରେ ଆସିଥିବା ୩ ଯୁବକଙ୍କ ନାଁରେ ଅଭିଯୋଗ ହୋଇଛି।

powered by social2s