ଭୁବନେଶ୍ବର ମହାତ୍ମା ଗାନ୍ଧୀ ମାର୍ଗରେ ଜୋରଦାର ପ୍ରତିବାଦ କଲେ ଅନଲାଇନ୍ ଚାଳକ; ପୋଲିସ ପକ୍ଷରୁ ଲାଠିଚାର୍ଜ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର : ଭୁବନେଶ୍ବର ମହାତ୍ମା ଗାନ୍ଧୀ ମାର୍ଗରେ ଜୋରଦାର ପ୍ରତିବାଦ କଲେ ଅନଲାଇନ୍ ଚାଳକ ମିଳିତ ମଞ୍ଚର ସଦସ୍ୟ।

ପୋଲିସ ଉପରକୁ କାଚ ବୋତଲ ଓ ଢେଲା ମାଡ଼ କଲେ ଡ୍ରାଇଭର। ସ୍ଥିତି ନିୟନ୍ତ୍ରଣକୁ ଆଣିବାକୁ ଲାଠିଚାର୍ଜ କଲା ପୋଲିସ।

ତୃତୀୟ ଦିନରେ ପହଁଚିଲା ଓଲା, ଉବେର ଓ ରାପିଡୋ ଡ୍ରାଇଭରଙ୍କ ଆନ୍ଦୋଳନ। ପ୍ରାପ୍ୟ ବୃଦ୍ଧି ଓ ସାମାଜିକ ସୁରକ୍ଷା ଦାବିରେ ଆନ୍ଦୋଳନ କରୁଛନ୍ତି ଚାଳକ। ଡ୍ରାଇଭରଙ୍କ ଆନ୍ଦୋଳନ ଯୋଗୁଁ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଛି।

powered by social2s