ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଆଙ୍କୁଲି ଓଭରବ୍ରିଜ୍ ଲେବଲ କ୍ରସିଂ ନିକଟରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି।
ରେଳ ଧାରଣାର କିଛି ଦୂରରୁ ପାର୍କିଂ ହୋଇଥିବା ବାଇକ୍ ଉଦ୍ଧାର କରାଯାଇଛି।
ସରକାରୀ ରେଳବାଇ ପୋଲିସ୍ ତଦନ୍ତ ଆରମ୍ଭ ହୋଇଛି।
ରେଳ ଧାରଣା ପାର୍ ବେଳେ ଟ୍ରେନ୍ ଧକ୍କାରେ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି।
powered by social2s

