ପ୍ରଣବ ପଟ୍ଟନାୟକଙ୍କୁ ଗାର୍ଡ ଅଫ୍‌ ଅନର

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର : ବିଶିଷ୍ଟ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକଙ୍କ ଦେହାନ୍ତ ଘଟିଛି। ଭୁବନେଶ୍ବର ସ୍ଥିତ ବାସଭବନରେ ପ୍ରଣବ ପଟ୍ଟନାୟକଙ୍କୁ ଗାର୍ଡ ଅଫ୍‌ ଅନର ଦିଆଯାଇଛି। ବନ୍ଧୁ ଓ ପରିବାରଜନ ଉପସ୍ଥିତି ଥିଲେ। ବାସଭବନରେ ଶେଷଦର୍ଶନ କଲେ ବିଶିଷ୍ଟ ବ୍ୟକ୍ତିବିଶେଷ। ୮୮ ବର୍ଷ ବୟସରେ ଆଖିବୁଜିଲେ ପ୍ରଣବ ପଟ୍ଟନାୟକ। ସଙ୍ଗୀତ ନାଟକ ଏକାଡେମୀ ଓ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲେ। ଅନେକ କାଳଜୟୀ ଗୀତ ଭେଟି ଦେଇଛନ୍ତି ପ୍ରଣବ।

powered by social2s