କୋଣାର୍କ: ପୁରୀ ଜିଲ୍ଲା କୋଣାର୍କ ଥାନା ର ୭ ଜଣ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ମିଳିଛି। ସମସ୍ତ ଆକ୍ରାନ୍ତ ଙ୍କୁ ସଙ୍ଗରୋଧରେ ରଖାଯାଇଛି। ଥାନା ସିଲ କରାଯାଇ ସାନିଟାଇଜ ହୋଇଛି। ଅଳ୍ପ କେତେକ କର୍ମଚାରୀ ଥାନା ସମ୍ମୁଖରେ କାର୍ଯ୍ୟ ତୁଲାଉଥିବା ଜଣାପଡ଼ିଛି। ନିକଟସ୍ଥ ରାମଚଣ୍ଡୀ ଓ ଚନ୍ଦ୍ରଭାଗା ମେରାଇନ ଥାନା କର୍ମଚାରୀ କୋଣାର୍କ ଓ ଅଖ ପାଖ ଅଂଚଳରେ ଲକଡାଉନ ଡ୍ୟୁଟି କରୁଛନ୍ତି।
powered by social2s

