ଭୁବନେଶ୍ୱର: କରୋନା ମୁକାବିଲା ପାଇଁ ମେ ୧୬ ରେ ସର୍ବଦଳୀୟ ବୈଠକ ଡାକିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।ଭିଡିଓ କନ୍ଫରେନସିଂ ରେ ଯୋଗ ଦେବେ ସମସ୍ତ ବିଧାୟକ।ନିଜ ଅଞ୍ଚଳ ରେ କୋଭିଡ଼ ସ୍ଥିତି ସମ୍ପର୍କରେ ମତ ରଖିବେ ବିଧାୟକ।
powered by social2s