ଦିଗପହଣ୍ଡି: ବାଇକ୍କୁ ଧକ୍କା ଦେଇ ଗଛରେ ପିଟିହେଲା 'ମୁଖ୍ୟମନ୍ତ୍ରୀ ବସ୍'। ଗଞ୍ଜାମ ଜିଲ୍ଲା ରାଜଘାଇ-ସାମନ୍ତରାପୁର ରାସ୍ତାରେ ଘଟିଛି ଦୁର୍ଘଟଣା। ବସ୍ର ୨ ଯାତ୍ରୀ ଓ ବାଇକ୍ ଆରୋହୀ ୨ ଭାଇ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ୨ ଭାଇ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର ହୋଇଛନ୍ତି।
powered by social2s

