ଭୁବନେଶ୍ୱର : ଲଘୁଚାପ ପ୍ରଭାବରେ ଓଡ଼ିଶାର ୩ ଜିଲ୍ଲାରେ ଅତିପ୍ରବଳ ବର୍ଷା ରେକର୍ଡ କରାଯାଇଛି। କଳାହାଣ୍ଡି, ରାୟଗଡ଼ା ଓ ନବରଙ୍ଗପୁରରେ ଅତିପ୍ରବଳ ବର୍ଷା ରେକର୍ଡ ହୋଇଛି। କଳାହାଣ୍ଡି ଥୁଆମୂଳ ରାମପୁରରେ ସର୍ବାଧିକ ୩୪୫ ମିମି ବର୍ଷା ହୋଇଥିବା ସୂଚନା। ଗୁଣପୁରରେ ୨୬୦, କାଶୀପୁରରେ ୨୧୨ ଓ ଜୟପାଟଣାରେ ୨୦୦ ମିମି ବର୍ଷା ରେକର୍ଡ କରାଯାଇଛି।
powered by social2s

