୩ ସ୍କୁଲ ବସ୍‌ ଜବତ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ବାଙ୍କୀ: ବେଆଇନ ଚାଲିଥିବା ୩ଟି ସ୍କୁଲ ବସ ଜବତ କରାଯାଇଛି। କଟକ ଜିଲ୍ଲା ଡମପଡ଼ା ବ୍ଲକ ଜାତମୁଣ୍ଡିଆ ନିକଟରେ ଚଢ଼ାଉ ସମୟରେ ଜବତ ହୋଇଛି। ବିନା ଫିଟ୍‌ନେସ ଓ କାଗଜପତ୍ରରେ ଚାଲିଥିଲା ସ୍କୁଲ ବସ୍‌। ସ୍କୁଲ୍‌ ବସ୍‌କୁ ଜବତ କଲା ପରିବହନ ବିଭାଗ।

powered by social2s