ବାରବାଙ୍କ ଘାଟିରେ ଭୂସ୍ଖଳନ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଚମ୍ପୁଆ: କେନ୍ଦୁଝର ଜିଲ୍ଲା ରୁଗୁଡି ଥାନା ଜାତୀୟ ରାଜପଥ ୫୨୦ ବାରବାଙ୍କ ଘାଟିରେ ଭୂସ୍ଖଳନ ହୋଇଛି।

ଜାତୀୟ ରାଜପଥର ଗୋଟିଏ ପଟରେ ପଡିଛି ମାଟି ଅତଡା ଓ ପଥର।

ଭଦ୍ରାସାହିରୁ କୋଇଡା ଯିବା ପଟ ରାସ୍ତା ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି।

powered by social2s