କଟକ : ନଭେମ୍ବର ୨୪ରୁ ଡିସେମ୍ବର ୧ ଯାଏଁ ଅନୁଷ୍ଠିତ ହେବ କଟକ ବାଲିଯାତ୍ରା। ଉଭୟ ଉପର ଓ ତଳ ପଡ଼ିଆରେ ବାଲିଯାତ୍ରା ପାଇଁ ଓଡ଼ିଶା ସରକାରଙ୍କୁ କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତାବ ଦିଆଯାଇଛି। ଅନୁମତି ମିଳିଲେ ଉଭୟ ପଡ଼ିଆରେ ହେବ ବାଲିଯାତ୍ରା। ନଭେମ୍ବର ୨୪ରୁ ଡିସେମ୍ବର ୧ ଯାଏଁ ଅନୁଷ୍ଠିତ ହେବ ବାଲିଯାତ୍ରା। ଚଳିତ ବର୍ଷ ଉଭୟ ବଲିଉଡ ଓ ହଲିଉଡ କଳାକାରଙ୍କୁ କରାଯିବ ନିମନ୍ତ୍ରଣ।
powered by social2s

