ପାରାଦୀପ : ଜଗତସିଂହପୁର ଜିଲ୍ଲା ପାରାଦୀପ ବନ୍ଦରରେ ହୁତୁହୁତୁ ହୋଇ ଜଳିଗଲା ଦେବୀ ଲକ୍ଷ୍ମୀ ନାମକ ମାଛଧରା ଟ୍ରଲର। ପ୍ରଥମେ ନିଆଁ ଲିଭାଇବାକୁ ଉଦ୍ୟମ କରିଥିଲେ ମତ୍ସ୍ୟଜୀବୀ। ନିଆଁକୁ ଆୟତ୍ତ କଲା କୁଜଙ୍ଗ ଅଗ୍ନିଶମ ବାହିନୀ। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି ।
powered by social2s