କଟକ: କଟକ ଜିଲ୍ଲା ବାଙ୍କୀ ଢସଂର ଓ ଡମପଡ଼ାରେ ୩ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ଢସଂର ଗାଁର ଜଣେ ଓ ଡମପଡ଼ାର ଜଣେ ସୁସ୍ଥ ହୋଇ ଫେରିଛନ୍ତି। ଢସଂର ଗାଁର ଅନ୍ୟ ଜଣେ ଏବେ ଚିକିତ୍ସିତ ହେଉଥିବା ସୂଚନା।
powered by social2s