୧୮୦୦ କୋଟି ଟପିଲା ଶ୍ରୀମନ୍ଦିର ଜମା ରାଶି

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ପୁରୀ : ପୁରୀ ଶ୍ରୀମନ୍ଦିର ସ୍ଥାୟୀ ଜମା ରାଶି ୧୮୦୦ କୋଟି ଟପିଥିବା ସୂଚନା। ଶ୍ରୀମନ୍ଦିରରେ ୩ ପାଣ୍ଠି ବାବଦକୁ ଜମା ରାଶି ବୃଦ୍ଧି ପାଇଛି। ଏହା ୧୮୧୧ କୋଟି ୯ ଲକ୍ଷ ୫୮ ହଜାର ୨୮୩ ଟଙ୍କା ଛୁଇଁଛି। ଅଗଷ୍ଟ ୩୧ ସୁଦ୍ଧା ଜମା ରାଶିର ସୂଚନା ଦେଲା ଶ୍ରୀମନ୍ଦିର ପ୍ରଶାସନ। ଓଡ଼ିଶା ସରକାରଙ୍କ ୫୦୦ କୋଟିର କର୍ପସ ଫଣ୍ଡ ମଧ୍ୟ ସାମିଲ ରହିଛି।

powered by social2s