ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଏମକେସିଜି ମେଡିକାଲ ପରିସର ନର୍ସିଂ କଲେଜ ହଷ୍ଟେଲରେ ନିଆଁ ଲାଗିଥିବା ସୂଚନା। ବଏଜ୍ ହଷ୍ଟେଲର ତଳ ମହଲାରେ ଥିବା କିଚେନ୍ ରୁମ୍ରେ ଅଗ୍ନିକାଣ୍ଡ ଘଟିଛି। ଗ୍ୟାସ୍ ଲିକ୍ ହୋଇ ନିଆଁ ଲାଗିଥିବା ଅନୁମାନ କରାଯାଉଛି। ଅଗ୍ନିଶମ ବାହିନୀ ଦ୍ବାରା ନିଆଁ ଆୟତ୍ତ ହୋଇଛି।
powered by social2s

