ଶ୍ରୀମନ୍ଦିର ନିକଟରେ ଉଡ଼ିଲା ଡ୍ରୋନ୍

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ପୁରୀ: ପୁଣି ପୁରୀ ଶ୍ରୀମନ୍ଦିର ନିକଟ ନିଷିଦ୍ଧ ଅଞ୍ଚଳରେ ଉଡ଼ିଲା ଡ୍ରୋନ୍। ଦୀର୍ଘ ସମୟ ଧରି ଡ୍ରୋନ୍ ଉଡୁଥିବାର ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି। କିଛି ସମୟ ଉଡ଼ିବା ପରେ ବାଲିସାହି ଆଡ଼କୁ ଯାଇଥିଲା ଡ୍ରୋନ୍‌।

powered by social2s