ଦୁଗ୍ଧ ଚାଷୀଙ୍କୁ ଅଧିକ ୨ଟଙ୍କା ଦେବ ଓମ୍‌ଫେଡ୍‌

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର : ଦୁଗ୍ଧ ଚାଷୀଙ୍କ ପାଇଁ ଓମ୍‌ଫେଡ୍‌ ପକ୍ଷରୁ ଲିଟର ପିଛା ୨ ଟଙ୍କା ଅଧିକ ଦେବାକୁ ନିଷ୍ପତ୍ତି ନିଆଯାଇଛି। ଆସନ୍ତା ୧୧ ତାରିଖରୁ ଚାଷୀଙ୍କୁ ଲିଟର ପିଛା ଅଧିକ ୨ ଟଙ୍କା ମିଳିବ। ଉପକୃତ ହେବେ ଓଡ଼ିଶାର ୩ ଲକ୍ଷରୁ ଊର୍ଦ୍ଧ୍ବ ଦୁଗ୍ଧ ଚାଷୀ।

powered by social2s