ଭୁବନେଶ୍ୱର : ଭୁବନେଶ୍ୱରରୁ ବ୍ୟାଙ୍କ୍କ ପାଇଁ ପୁଣି ଆରମ୍ଭ ହେବ ବିମାନ ସେବା। ଏହି ସୂଚନା ଦେଲେ ଭୁବନେଶ୍ୱର ବିମାନବନ୍ଦର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ। ପ୍ରଧାନ କହିବା ଅନୁଯାୟୀ, ଅକ୍ଟୋବର ୨ ତାରିଖରୁ ବିଜୁ ପଟ୍ଟନାୟକ ବିମାନବନ୍ଦରରୁ ପୁଣି ଉଡ଼ିବ ବ୍ୟାଙ୍କକକୁ ବିମାନ। ସପ୍ତାହକୁ ଦୁଇ ଥର ଉଡ଼ିବ ବିମାନ। କିଛି କାରଣ ପାଇଁ ଉଡ଼ାଣ ବନ୍ଦ ରହିଥିଲା।
powered by social2s

