କଟକ: କଟକ ଏସସିବି କୋଭିଡ ହସ୍ପିଟାଲ ସାମ୍ନାରେ କରୋନା ରୋଗୀଙ୍କ ସମ୍ପର୍କୀୟ ଧାରଣା ଦେଇଥିବା ସୁଚନା ମିଳିଛି। ରୋଗୀଙ୍କ ସମ୍ପର୍କୀୟଙ୍କୁ ୱାର୍ଡ ଭିତରକୁ ପ୍ରବେଶ କରିବାକୁ ବାରଣ ପରେ ସେମାନେ ଧାରଣା ରେ ବସିଥିଲେ। ପୂର୍ବରୁ ୱାର୍ଡ ଭିତରକୁ ଯିବାର ଅନୁମତି ଥିଲା, ଆଜି ହଠାତ ମନା କରିଥିଲେ ହସ୍ପିଟାଲ କର୍ମଚାରୀ ବୋଲି ଅଭିଯୋଗ ହୋଇଛି।
powered by social2s

