ଭୁବନେଶ୍ୱର : ୨ ହଜାର ଟଙ୍କା ପର୍ଯ୍ୟନ୍ତ ୟୁପିଆଇ ଦେଣନେଣ ଦେୟମୁକ୍ତ ରହିବ। ରୁପେ ଡେବିଟ୍ କାର୍ଡରେ ୨ ହଜାର ପର୍ଯ୍ୟନ୍ତ ଦେଣନେଣ ମଧ୍ୟ ଦେୟମୁକ୍ତ ରହିବ। ୨ ହଜାର ଟଙ୍କା ଉପରେ ବ୍ୟାଙ୍କ କୌଣସି ଦେୟ ଲାଗିବ ନାହିଁ। ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି ହେଲା ଗେଜେଟ୍ ନୋଟିଫିକେସନ୍।
powered by social2s

