ଭୁବନେଶ୍ୱର: ଓଡ଼ିଶାରେ ରୋଗୀଙ୍କ ପରିବହନ ପାଇଁ ଆମ୍ବୁଲାନ୍ସ ଭଡ଼ା ନିର୍ଧାରଣ କଲେ ରାଜ୍ୟ ସରକାର। ପ୍ରଥମ ୧୦ କିଲୋମିଟର ପାଇଁ ଛୋଟ ଗାଡ଼ି ନେବେ ୭୫୦ ଟଙ୍କା । ତା ପରେ କିଲୋମିଟର ପିଛା ଭଡ଼ା ୩୦ ଟଙ୍କା ଦେବାକୁ ପଡ଼ିବ। ଲାଇଫ ସପୋର୍ଟ ଥିଲେ ପଡ଼ିବ ୫୦ ଟଙ୍କା। ଅତ୍ୟାଧୁନିକ ଲାଇଫ ସପୋର୍ଟ ଥିଲେ ବଡ଼ ଗାଡ଼ି ନେବେ ୩୦୦୦ ଟଙ୍କା। ତା ପରେ କିଲୋମିଟର ପିଛା ୫୦ ଟଙ୍କା ନେବେ ବଡ଼ ଗାଡ଼ି।
powered by social2s

