ବୀରମିତ୍ରପୁର: ସୁନ୍ଦରଗଡ଼ ଜିଲ୍ଲା ରାଏବୋଗା ଥାନା ସଲଙ୍ଗାବାହାଲରେ ନଦୀରେ ବୁଡ଼ି ୩ ନାବାଳିକାଙ୍କ ମୃତ୍ୟୁ ହୋଇଛି। ବିଶ୍ୱକରମା ପୂଜା ପାଇଁ ବାଲି ଆଣିବାକୁ ଯାଇ ନଦୀରେ ବୁଡ଼ି ୩ ନାବାଳିକା ପ୍ରାଣ ହରାଇଛନ୍ତି। ବୀରମିତ୍ରପୁର ମେଡିକାଲ୍ରେ ମୃତ ଘୋଷଣା କଲେ ଡାକ୍ତର।
powered by social2s