ରାଉରକେଲାରେ ଭୁଶୁଡ଼ିଲା ଗଣେଶ ପୂଜା ପେଣ୍ଡାଲ୍‌

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ରାଉରକେଲା: ପ୍ରବଳ ବର୍ଷା ଓ ପବନରେ ଭୁଶୁଡ଼ିଲା ପୂଜା ପେଣ୍ଡାଲ୍‌। ସୁନ୍ଦରଗଡ଼ ଜିଲ୍ଲା ରାଉରକେଲା ସିଭିଲ ଟାଉନସିପ୍‌ ଅଞ୍ଚଳରେ ଥିବା ଗଣେଶ ପୂଜା ପେଣ୍ଡାଲ ଭାଙ୍ଗିଥିବା ସୂଚନା। ସୌଭାଗ୍ୟବଶତଃ କେହି ଆହତ ହୋଇନାହାନ୍ତି।

powered by social2s