ବସ୍‌ଷ୍ଟାଣ୍ଡରୁ ବାଘ ଛାଲ ଜବତ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ବାଲିଗିଡ଼ା : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବସ୍‌ଷ୍ଟାଣ୍ଡରୁ ୨ଟି କଲରାପତରିଆ ବାଘ ଛାଲ ଜବତ ହୋଇଛି। ଚଢ଼ାଉ କରି ଜବତ କଲେ ପୋଲିସ ଓ ବନବିଭାଗ। ବାଘ ଛାଲ ନେଇ ଯାଉଥିବା ବ୍ୟକ୍ତି ଗିରଫ ହୋଇଥିବା ସୂଚନା। ଗିରଫ ବ୍ୟକ୍ତିଙ୍କ ଘର ଫିରିଙ୍ଗିଆ ରତଙ୍ଗ ଗାଁରେ।

powered by social2s