ଭୁବନେଶ୍ବର: ପ୍ରାୟ ୨୦ ଘଣ୍ଟା ପରେ ସ୍ବାଭାବିକ ହେଲା ଲିଙ୍ଗରାଜଙ୍କ ନୀତିକାନ୍ତି। ମନ୍ଦିର ପ୍ରଶାସନର ବୁଝାସୁଝା ପରେ ଆରମ୍ଭ ହେଲା ନୀତିକାନ୍ତି।ଲିଙ୍ଗରାଜଙ୍କ ନୀତିକାନ୍ତି ନୀତିକାନ୍ତି ସ୍ବାଭାବିକ ନେଇ ବ୍ରାହ୍ମଣ ନିଯୋଗ ସଭାପତିଙ୍କ ସୂଚନା। କାଲି ପଞ୍ଚବକ୍ରଙ୍କ ନୀତିକାନ୍ତିକୁ ନେଇ ବିବାଦ ଦେଖା ଦେଇଥିଲା ବ୍ରାହ୍ମଣ ନିଯୋଗ ଓ ପୂଜାପଣ୍ଡା ନିଯୋଗ ବିବାଦରୁ ବନ୍ଦ ଥିଲା ନୀତିକାନ୍ତି।
powered by social2s

