ଭୁବନେଶ୍ୱର: କୋଭିଡ ଟେଷ୍ଟ ପାଇଁ ଗର୍ଭବତୀ ମହିଳାଙ୍କ ଘରକୁ ଯିବ ଭୁବନେଶ୍ୱର ମୁନିସିପାଳ କର୍ପୋରେସନ (ବିଏମସି) । ସକାଳ ୮ ଟା ରୁ ୧୧ ଟା ମଧ୍ୟରେ ୧୯୨୯ ରେ କଲ କରିବାକୁ ହେବ। କଲ କରିବାର ଗୋଟେ ଦିନ ମଧ୍ୟରେ ଘରେ ପହଞ୍ଚିବ ବିଏମସି ର କୋଭିଡ ନମୁନା ସଂଗ୍ରହ ଭ୍ୟାନ। କଲ ବେଳେ ସମ୍ପୂର୍ଣ୍ଣ ନାମ, ଘର ଠିକଣା ଓ ଫୋନ ନମ୍ବର କହିବାକୁ ବିଏମସି ପକ୍ଷରୁ ଅନୁରୋଧ କରାଯାଇଛି।
powered by social2s

