ଭୁବନେଶ୍ୱର: ସପ୍ତାହକ ମଧ୍ୟରେ କରୋନା ପିକ୍ କୁ ଯିବ ଓ ଏହାପରେ ଧିରେ ଧିରେ କମିବ ବୋଲି କହିଛନ୍ତି ବରିଷ୍ଠ ଚିକିତ୍ସକ ଡଃ ନିରୋଜ ମିଶ୍ର। ସଂକ୍ରମଣ ଟ୍ରେଣ୍ଡ କମିବା ଆସ୍ୱସ୍ତିକର କଥା। କିନ୍ତୁ ସୋମବାର ଖୋର୍ଦ୍ଧା ର ପଜେଟିଭ ହାର ୩୫% ହେବା ଚିନ୍ତା ଜନକ। ଯୁବଗୋଷ୍ଠୀ ଙ୍କୁ ଅଧିକ ରୁ ଅଧିକ ଟିକାକରଣ ରେ ସାମିଲ କରିବା ଆବଶ୍ୟକ ବୋଲି ଡଃ ମିଶ୍ର କହିଛନ୍ତି। ସେ କହିଛନ୍ତି ଯେ, ସଂକ୍ରମଣ ୧୦% ତଳକୁ ଖସିବା ଯାଏ ଲକ୍ ଡାଉନ୍ ଜାରି ରହିବା ଦରକାର। ଲୋକଙ୍କୁ ଅଧିକ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ଡଃ ମିଶ୍ର।
powered by social2s