ଭୁବନେଶ୍ୱର : ସ୍କବଟାଇଫସ୍କୁ ନେଇ ଭୟଭୀତ ହୁଅନ୍ତୁନାହିଁ ବୋଲି କହିଲେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ। ମନ୍ତ୍ରୀ କହିଲେ ଯେ, ସୁନ୍ଦରଗଡ଼, ପାଲଲହଡ଼ାରୁ କିଛି ଇସ୍ୟୁ ଆସିଛି, ଆଉ ଥରେ ତାର ତର୍ଜମା କରାଯିବ। ରାୟଗଡ଼ାରେ ଜଣ୍ଡିସ ବ୍ୟାପିବା ଖବରର ତର୍ଜମା କରାଯାଉଛି। ଡାକ୍ତରୀ ଟିମ୍ ପରିସ୍ଥିତି ଉପରେ ନଜର ଚାଲିଛି ରଖିଥିବା କହିଲେ ସ୍ୱାସ୍ଥ୍ୟମନ୍ତ୍ରୀ। ବ୍ୟବସାୟିକ ପ୍ରତିଷ୍ଠାନଗୁଡ଼ିକରେ ବାସୀ ଖାଦ୍ୟ ନେଇ ଚଢ଼ାଉ କରାଯାଉଛି।
powered by social2s

