ଜେନେରେଟରରେ ନିଆଁ ଲାଗି ୬ ଗୁରୁତର

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ବ୍ରହ୍ମପୁର: ଗଣେଶ ମୂର୍ତ୍ତି ଭସାଣି ବେଳେ ଜେନେରେଟରରେ ଲାଗିଲା ନିଆଁ। ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁରରେ ଭସାଣି ଶୋଭାଯାତ୍ରା ବେଳେ ଘଟିଛି ଅଘଟଣ। ଜେନେରେଟର ନିଆଁ ଲାଗିବାରୁ ଶୋଭାଯାତ୍ରା ଦେଖୁଥିବା ପୋଡ଼ିହୋଇ ୫ ଜଣ ଶିଶୁ ଗୁରୁତର ଆହତ ହୋଇଛନ୍ତି। ଟ୍ରାକ୍ଟର ଉପରେ ଜେନେରେଟର ରଖାଯାଇଥିଲା। ଜେନେରେଟର ନିକଟରେ ଏକ ପେଟ୍ରୋଲ ଜାରରେ ଉତ୍ତାପ ଯୋଗୁଁ ଲାଗିଥିଲା ନିଆଁ।

powered by social2s