କଟକ: ମିଳିଲା ନିଖୋଜ ଯୁବକଙ୍କ ମୃତଦେହ। ମୂର୍ତ୍ତି ବିସର୍ଜନ ବେଳେ ତାଳଦଣ୍ଡା କେନାଲରେ ଭାସି ଯାଇଥିଲେ ଯୁବକ। କେନାଲରୁ ପାଣି କମିବା ପରେ ମିଳିଲା ମୃତଦେହ। ମୃତ ଯୁବକ ତିନିଘରିଆ ଅଞ୍ଚଳର ରଂଜିତ ନାଟିଆ। ମୃତଦେହ ଉଦ୍ଧାର କଲା ଚାଉଳିଆଗଞ୍ଜ ଅଗ୍ନିଶମ ବିଭାଗ।
powered by social2s