ନନ୍ଦନ ଦ୍ବିବେଦୀ ପୁରସ୍କୃତ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର : ସମାଜସେବୀ ନନ୍ଦନ ଦ୍ବିବେଦୀଙ୍କୁ ସ୍ୱାମୀ ଚିଦାନନ୍ଦ ୱାର୍ଲଡ଼ ପିସ ଫାଉଂଡେସନ ଦ୍ୱାରା ପୁରସ୍କୃତ କରାଯାଇଛି। ଆନ୍ତର୍ଜାତିକ ଶାନ୍ତି ଦିବସ ପାଳନ ଉପଲକ୍ଷେ ନୂଆଦିଲ୍ଲୀ ଠାରେ ଆୟୋଜିତ ତୃତୀୟ ବିଶ୍ୱ ଶାନ୍ତି ସମ୍ମିଳନୀ ଅବସରରେ ଦ୍ବିବେଦୀଙ୍କୁ ଯୁବ ଭାରତୀ ସମ୍ମାନ ପ୍ରଦାନ କରାଯାଉଛି।

powered by social2s