ଭୁବନେଶ୍ୱର : ଆଜି ଓଡ଼ିଶାର ୫ଟି ଜିଲ୍ଲାରେ ସ୍କୁଲ୍ ଛୁଟି ଘୋଷଣା କରାଯାଇଛି। କଟକ, ମାଲକାନଗିରି, ନବରଙ୍ଗପୁର, ନୂଆପଡ଼ା ଜିଲ୍ଲାରେ ସ୍କୁଲ୍ ଛୁଟି କରାଯାଇଛି। ଭଦ୍ରକର ୭ ବ୍ଲକରେ ୩୯୯ ସ୍କୁଲ୍ ଛୁଟି ଘୋଷଣା କଲେ ଜିଲ୍ଲାପାଳ। ଲଗାଣ ବର୍ଷା ପାଇଁ ଛୁଟି ରହିଛି ସ୍କୁଲ୍।
powered by social2s