ଲଗାଣ ବର୍ଷାରେ ଘାଟିରେ ଭୂସ୍ଖଳନ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ଜାତୀୟ ରାଜପଥ -୫୨୦ ରଣାଶାଳ ଘାଟିରେ ଭୂ-ସ୍ଖଳନ ଘଟିଛି । ଲଗାଣ ବର୍ଷା ଯୋଗୁଁ ଭୂ-ସ୍ଖଳନ ହୋଇଥିବା ସୂଚନା। ଯୋଡ଼ା ଡିଏଭି ସ୍କୁଲ ଛକ ନିକଟସ୍ଥ ଫ୍ଲାଏଓଭର ସର୍ଭିସ ରୋଡ୍‌ରେ ଏହି ଅଘଟଣ ଘଟିଛି । ଭୂ-ସ୍ଖଳନ ପରେ ଯାତାୟାତ ବାଧାପ୍ରାପ୍ତ ହୋଇଛି।

powered by social2s