ଖୋଲା ଡ୍ରେନ୍ ନେଲା ଜୀବନ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭଦ୍ରକ: ଖୋଲା ଡ୍ରେନ୍‌ରେ ପଡ଼ି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ଭଦ୍ରକ ସାଳନ୍ଦୀ କେନାଲ ଡିଭିଜନ କାର୍ଯ୍ୟାଳୟ ପରିସରରେ ଘଟିଛି ଏହି ଅଘଟଣ। ଡ୍ରେନ୍‌ର ଢାଙ୍କୁଣି ନଥିବା ଯୋଗୁଁ ଶାଗ ତୋଳିବା ବେଳେ ଡ୍ରେନ୍‌ରେ ଗଳି ପଡ଼ିଥିବା ସୂଚନା ମିଳିଛି। ମୃତଦେହ ଉଦ୍ଧାର କଲା ଅଗ୍ନିଶମ ବାହିନୀ।

powered by social2s