କମୁଛି ମୁଣ୍ଡଳି ଜଳପ୍ରବାହ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

କଟକ: କଟକ ମୁଣ୍ଡଳିରେ କମୁଛି ମହାନଦୀର ଜଳପ୍ରବାହ। ପର୍ଯ୍ୟାୟକ୍ରମେ ହୀରାକୁଦର ଗେଟ୍ ବନ୍ଦ ହେବା ପରେ କମୁଛି ଜଳପ୍ରବାହ। ମୁଣ୍ଡଳିରେ ୭ ଲକ୍ଷ ୫୪ ହଜାର ୩୮୫ କ୍ୟୁସେକ ଜଳ ପ୍ରବାହିତ ହେଉଛି।

powered by social2s